Sunday, March 29, 2026
27.4 C
Odisha

    ୧୩ ଜିଲ୍ଲାରେ ସାଢେ ୫ ଲକ୍ଷ ଲୋକ ପ୍ରଭାବିତ, ୬ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଲୋକମାନେ ବିଭିନ୍ନ ଅଞ୍ଚଳରେ ଥିବା ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମଏ) ପକ୍ଷରୁ ରବିବାର ଜାରି ବୁଲେଟିନରେ କୁହାଯାଇଛି ଯେ ବନ୍ୟା ରେ ୧୩ଟି ଜିଲ୍ଲାର ସାଢେ ୫ ଲକ୍ଷ ପ୍ରଭାବିତ ହୋଇଛନ୍ତି।ରାଜ୍ୟର ୩ଟି ପ୍ରମୁଖ ନଦୀ କୋପିଲି, ବରାକ ଓ କୁଶିୟାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିଭିନ୍ନ ଜିଲ୍ଲାର ୧୯୩ଟି ରିଲିଫ୍ କ୍ୟାମ୍ପରେ ୩୯ ହଜାରରୁ ଅଧିକ ବିସ୍ଥାପିତ ଆଶ୍ରୟ ନେଇଛନ୍ତି। ଏହା ସହ ଅନ୍ୟ ୮୨ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    38 %
    2.3kmh
    0 %
    Sun
    28 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ