Saturday, September 26, 2026
28.5 C
Odisha

    ଆଜି ବି ଚାଲିପାରିଲାନି ବିଧାନସଭା,୪ଟା ଯାଏଁ ଗୃହ ମୁଲତବୀ

    ଆଗକୁ ପଢନ୍ତୁ

    ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା। ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଶୂନ୍ୟକାଳରେ ପୋଲାଭରମ ପ୍ରସଙ୍ଗକୁ ନେଇ ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। ହଙ୍ଗାମା ଭିତରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ବିଜେଡି ପଏଣ୍ଟ ଅଫ ଅର୍ଡର ମାଗିବା ସହ ‘ବିରୋଧୀ ଦଳ ନେତାଙ୍କୁ ଗିରଫ’ ଶବ୍ଦ ପ୍ରୋସିଡିଂରୁ ହଟାଇବାକୁ ଦାବି କରି ହଙ୍ଗମା କରିଥିଲେ ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ୟ୍ୟ ଚଳାଇବା ସମ୍ଭବ ନହେବାରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.5 ° C
    28.5 °
    28.5 °
    78 %
    3.4kmh
    68 %
    Sat
    29 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ