Saturday, November 7, 2026
20.3 C
Odisha

    ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦାବିି

    ଆଗକୁ ପଢନ୍ତୁ

    ପାଟନା. : ବିହାର ଜମୁଇ ରାସ୍ତାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ନାବାଳିକାଙ୍କ ଫଟୋ ଜାରି କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଭଳି କରିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ନିଶାଣ କରିଛନ୍ତି ଓ ତାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ପୀଡ଼ିତାଙ୍କ ପରିବାର ସମ୍ରାଟ ଚୌଧୁରୀଙ୍କୁ ଭେଟିଥିଲେ। ପରେ ସେ ଏହି ସାକ୍ଷାତର ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ତେବେ ୧୫ ମିନିଟ ପରେ ଏହାକୁ ହଟାଇ ନେଇଥିଲେ। ଏବେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିିଛନ୍ତି ଯେ ଅବୁଝା, ଅଭିଜ୍ଞତାହୀନ ବିହାରର ମୁଖ୍ୟମନ୍ତ୍ରୀ ନିଜେ ପୋକ୍ସୋ ଆଇନର ଉଲ୍ଲଙ୍ଘନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    85 %
    1.4kmh
    2 %
    Fri
    20 °
    Sat
    27 °
    Sun
    27 °
    Mon
    27 °
    Tue
    27 °

    ସମ୍ବନ୍ଧିତ