Friday, March 13, 2026
34.7 C
Odisha

    ଅଷ୍ଟ୍ରେଲିଆକୁ ୫୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

    ଆଗକୁ ପଢନ୍ତୁ

    ସିଡନୀ: ପର୍ଥ ଟେଷ୍ଟର ତୃତୀୟ ଅଧିବେସନରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ସୁଦୃଢ଼ ସ୍ଥିତିରେ ରହିଛି। ତୃତୀୟ ଦିନ ନିଜର ଦ୍ବିତୀୟ ଇନିଂସ ଶେଷ ସୁଦ୍ଧା ୧୩୪.୩ ଓଭରରେ ସ୍କୋର ୪୮୭ ରନ୍ ରହିଛି।  ଟିମ୍ ଇଣ୍ଡିଆ ୫୩୩ ରନ୍ ଆଗୁଆ ରହିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୫୩୪ ରନ୍ ରହିଛି। ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଇନିଂସରେ ମାତ୍ର ୧୦୪ ରନ୍‌ରେ ଅଷ୍ଟ୍ରେଲିଆକୁ ଆଉଟ୍ କରିଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ ସଂଗ୍ରହ କରିଥିଲା।  ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିବା ପରେ ଭାରତ ୪୬ ରନରେ ଆଗୁଆ ରହିଥିଲା। ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୨ଟି  ଚୌକା ସହାୟତାରେ ୨୬ ରନ୍‌ର ସବୁଠାରୁ ବଡ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ଜସପ୍ରୀତ ବୁମ୍ରା ଭାରତ ପାଇଁ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ହର୍ଷିତ ରାଣା ୩ ଏବଂ ମହମ୍ମଦ ସିରାଜ ୨ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ