Monday, May 25, 2026
32.8 C
Odisha

    ନଡ଼ିଆ ଖସି ମୁଣ୍ଡରେ ପଡ଼ିଲା: ଚାଲିଗଲା ୮ ମାସର ଶିଶୁକନ୍ୟାର ଜୀବନ

    ଆଗକୁ ପଢନ୍ତୁ

    ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ, ଅର୍ଜୁନଧରା ଗାଁର କୁନା ପ୍ରଧାନଙ୍କ ୮ ମାସର ଶିଶୁକନ୍ୟା ଖୁସି ମୃତ। ସୂଚନା ଅନୁଯାୟୀ, କୁନାଙ୍କ ପତ୍ନୀ ଶିଶୁକନ୍ୟାକୁ ନେଇ ବାପଘର ମଇମୁରା ଯାଇଥିଲେ। ସକାଳ ପ୍ରାୟ ୬ଟା ବେଳେ ଶିଶୁକନ୍ୟାକୁ କାଖେଇ ବାଡ଼ିପଟ ନଡ଼ିଆ ଗଛ ମୂଳକୁ ଯାଇଥିଲେ ସେ। ଏହି ସମୟରେ ଏକ ଶୁଖିଲା ନଡ଼ିଆ ଖସି ଶିଶୁର ମୁଣ୍ଡରେ ପଡ଼ିଥିଲା । ଗୁରୁତର ଅବସ୍ଥାରେ ତାକୁ ଆଠମଲ୍ଲିକ ମେଡିକାଲ ନିଆ ଯାଇଥିଲା। ହେଲେ ଅବସ୍ଥାରେ ପରିବର୍ତନ ନ ହେବାରୁ ଶିଶୁନ୍ୟାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.8 ° C
    32.8 °
    32.8 °
    36 %
    2.7kmh
    62 %
    Mon
    31 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ