Saturday, January 3, 2026
14.9 C
Odisha

    ସ୍କୁଲ ଭିତରେ ପଶିଗଲା ଭାଲୁ; ଭୟଭୀତ ଛାତ୍ର ଛାତ୍ରୀ

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ସ୍କୁଲ ଭିତରକୁ ପଶିଗଲା ଭାଲୁ। ଭାଲୁ ପଶି ଆସିବାରୁ ଅଧାରୁ ବନ୍ଦ ରହିଲା ସ୍କୁଲ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ପ୍ରାଥମିକ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।   ସ୍କୁଲ ଖୋଲିବାର କିଛି ସମୟ ପରେ ପଶି ଆସିଲା ଭାଲୁ । ଭାଲୁକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇଯିଲେ, ଯାହାକୁ ନେଇ ସ୍କୁଲ ଅଧାରୁ ବନ୍ଦ ରହିଲା । ଭାଲୁକୁ ଘଉଡ଼ାଇବାକୁ ସ୍କୁଲ ହତା ଭିତରକୁ ପହଞ୍ଚିଲା ବନବିଭାଗ । ଭାଲୁକୁ ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ ଜାରି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    14.9 ° C
    14.9 °
    14.9 °
    53 %
    1kmh
    51 %
    Sat
    28 °
    Sun
    28 °
    Mon
    27 °
    Tue
    27 °
    Wed
    27 °

    ସମ୍ବନ୍ଧିତ