Sunday, September 20, 2026
24.6 C
Odisha

    ବିଜେପିର ‘ସୋର’ ଦ୍ବନ୍ଦ : ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦୁଇଜଣ

    ଆଗକୁ ପଢନ୍ତୁ

    ରାଜ୍ୟ ବିଜେପିର ଟିକେଟ କନ୍ଦଳ ଏଯାଏଁ ବି ସରିଲାନି। ବିଜେପି ପ୍ରାର୍ଥୀ ଘୋଷଣା ଦିନଠୁ ଆରମ୍ଭ ହୋଇଥିବା ‘ମହାନାଟକ’ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପରେ ବି ଧିମା ପଡିନି। ତେବେ ଏହାରି ମଧ୍ୟରେ ରୋଚକ ହୋଉଛି ସୋର ରାଜନୀତି। ବାଲେଶ୍ବରର ଏହି ଚର୍ଚ୍ଚିତ ଆସନରେ କାହାକୁ ମିଳିଛି ବିଜେପି ଟିକେଟ ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି। ପ୍ରଥମେ ରାଜୁ ଦାସଙ୍କ ଟିକେଟ ମିଳିଥିବା ଘୋଷଣା ହୋଇଥିଲା । କିନ୍ତୁ ସୋର ବିଜେପିରୁ ରାଜୁ ଦାସଙ୍କୁ ଜମାରୁ ଗ୍ରହଣ କଲାନାହିଁ। ଫଳରେ ଦଳ ପାଇଁ ଅବାନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପଟେ ସୋରରେ ଥିବା ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇନଥିବାରୁ ସେ ବିଜେପିରେ ସାମିଲ ହୋଇଥିଲେ। ପର୍ଶୁରାମଙ୍କ ଲୋକପ୍ରିୟତା ହ୍ରାସ ପାଇଥିବାରୁ ତାଙ୍କୁ ବିଜେଡି ଟିକେଟ୍ ଦେଇନଥିବା ଚର୍ଚ୍ଚା ହୋଇଥିଲା। ବିଜେପି କିନ୍ତୁ ରାଜୁ ଦାସଙ୍କୁ ଟିକେଟ୍ ଦେଇ ହରଡ ଘଣାରେ ପଡ଼ିବା ପରେ ପୁଣି ପର୍ଶୁରାମ ଧଡ଼ାଙ୍କୁ ମଧ୍ୟ ନୋମିନେସନ ଫାଇଲ କରିବାକୁ ଗ୍ରୀନ୍ ସିଗନାଲ ଦେଇଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ