Thursday, March 12, 2026
36.4 C
Odisha

    ରାକ୍ଷୀ ପୂର୍ଣ୍ଣିମୀରେ ଭଉଣୀର ଜୀବନ ନେଲା ଭାଇ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥବିହାରରେ ଅଭାବନୀୟ ଘଟଣା । ନାବାଳକ ଭାଇ ଓ ନାବାଳିକା ଭଉଣୀକୁ ଖଣ୍ଡାରେ ଆକ୍ରମଣ କଲା ସମ୍ପର୍କୀୟ ଭାଇ । ୧୩ ବର୍ଷିୟ ଭଉଣୀ ପ୍ରଜକ୍ତା ପାଣିଗ୍ରାହୀ ମୃତ । ଭାଇ ଆୟୁଷ୍ମାନ ଗୁରୁତର, ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । ପ୍ରଜକ୍ତା ଓ ଆୟୁଷ୍ମାନଙ୍କୁ ଖଣ୍ଡାରେ ଆକ୍ରମଣ କରି ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଫେରାର । ପରିବାରର ଘରର ଉପର ମହଲାରେ ଏଭଳି ଆକ୍ରମଣ ହୋଇଥିବା ବେଳେ କାରଣ ଅସ୍ପଷ୍ଟ । ବଡ଼ବଜାର ଥାନା ପୋଲିସର ତଦନ୍ତ ଆରମ୍ଭ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ