Tuesday, June 23, 2026
31.6 C
Odisha

    ଚାଉଳ ରସଗୋଲା

    ଆଗକୁ ପଢନ୍ତୁ

    ଆବଶ୍ୟକ ସାମଗ୍ରୀ: ସିଝା ଅରୁଆ ଚାଉଳ, କନ୍‌ଫ୍ଲୋର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି ।
    ପ୍ରସ୍ତୁତି ପ୍ରଣାଳୀ: ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ମଇଦା, କନ୍‌ଫ୍ଲୋର, ମିଲ୍କ ପାଉଡର ଓ ଘିଅ ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ପରେ ତାକୁ ରସଗୋଲା ଶେପ୍‌ରେ ଗଢ଼ି ଏକ ପ୍ଲେଟରେ ରଖନ୍ତୁ।
    ଏବେ ରସଗୋଲା ପାଇଁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ଏହା ପରେ ଗଢ଼ି ରଖିଥିବା ରସଗୋଲାକୁ ଶିରାରେ ପକାଇ ଦେଇ ଦୁଇରୁ ତିନି ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ବସାଇ ଦିଅନ୍ତୁ। ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଚାଉଳ ରସଗୋଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.6 ° C
    31.6 °
    31.6 °
    49 %
    1.7kmh
    58 %
    Tue
    29 °
    Wed
    35 °
    Thu
    37 °
    Fri
    31 °
    Sat
    38 °

    ସମ୍ବନ୍ଧିତ