Sunday, October 11, 2026
22.1 C
Odisha

    ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା

    ଆଗକୁ ପଢନ୍ତୁ

    ଫେବୃଆରୀ ୧ରୁ କଂଗ୍ରେସ ଆରମ୍ଭ କରିବ ବସ୍ ଯାତ୍ରା । ଆସନ୍ତା କାଲି ପରିବର୍ତେ ଫେବୃଆରୀ ୧ତାରିଖରୁ ବସ୍ ଯାତ୍ରା ଆରମ୍ଭ କରିବାକୁ ଦଳ ପକ୍ଷରୁ ନିଷ୍ପତି ହୋଇଛି । ଫେବୃଆରୀ ୧ ତାରିଖ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହେବ ଏହି ବସ୍ ଯାତ୍ରା । ଏଥିରେ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ନେତା ମାନେ କଂଗ୍ରେସ ଦଳର ମହାନଥା କଥା ଲୋକଙ୍କ ପାଖରେ ପହଁଚାଇବେ । ଦେଶ ସ୍ୱାଧିନ ହେବା ପଛରେ ପ୍ରମୁଖ ଭୂମିକା ତୁଲାଇଥିଲା କଂଗ୍ରେସ । ରାଜ୍ୟର ଉନ୍ନତି ପାଇଁ ଦଳ ଅନେକ କାମ କରିଛି । ଏବେ ପୁଣିଥରେ ଓଡିଶାର ଦଳ କ୍ଷମତାକୁ ଫେରିବ ବୋଲି ଆଶାବାଦୀ ଅଛନ୍ତି କଂଗ୍ରେସ ନେତା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ