Sunday, February 22, 2026
18.5 C
Odisha

    କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ

    ଆଗକୁ ପଢନ୍ତୁ

    ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ ଛଟନୀ ଭଳି ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ଜିଲ୍ଲାରେ ମିଲର ମାନେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ସେହିପରି କ୍ୱିଂଟାଲ ପିଛା ୫ରୁ ୮ କେଜି ଧାନ କଟନି, ଛଟନି ସହ ୨୫ କ୍ୱିଂଟାଲରୁ ଅଧିକ ଧାନ ଦେଉଥିବା ଚାଷୀଙ୍କୁ ମିଲରେ ଧାନ ପହଞ୍ଚାଇବା ଭଳି ନିର୍ଦ୍ଦେଶକୁ ନେଇ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ୧୨ ଘଂଟିଆ ବନ୍ଦ ପାଳନ କରୁଛି କଂଗ୍ରେସ । ବନ୍ଦ ପ୍ରଭାବରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.5 ° C
    18.5 °
    18.5 °
    41 %
    1kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ