Friday, February 20, 2026
19 C
Odisha

    ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆସନ୍ତା ୨୯ ରେ ଖଡଗେ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି ।ଖଡଗେ ଓଡ଼ିଶାରେ ପହଞ୍ଚିିବା ପରେ ଲୋୟର ପିଏମଜିରେ ହେବାକୁ ଥିବା ଦଳର ଓଡ଼ିଶା ବଂଚାଅ ସମାବେସରେ ଯୋଗଦେବେ । ସମାବେଶରେ ଉଦବୋଧନ ଦେଇ ୨୦୨୪ ନିର୍ବାଚନର ବିଗୁଲ ବଜାଇବେ । ପରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳଗୁଡିକ ସହ ଆଲୋଚନା କରିବେ । ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19 ° C
    19 °
    19 °
    48 %
    2.3kmh
    81 %
    Thu
    19 °
    Fri
    35 °
    Sat
    35 °
    Sun
    35 °
    Mon
    34 °

    ସମ୍ବନ୍ଧିତ