Wednesday, April 15, 2026
25.7 C
Odisha

    ଆଜି ବନ୍ଦ୍ ରହିବ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    କଟକ : ଆଜି ବନ୍ଦ୍ ରହିବ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ । ଉଭୟ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ରେ ବନ୍ଦ୍ ରହିବ କାର୍ଯ୍ୟକ୍ରମ । ସମୀର ଦେଙ୍କ ଦେହାନ୍ତ ପାଇଁ ଘୋଷଣା କଲେ କଟକ ଜିଲ୍ଲାପାଳ। ବାଲିଯାତ୍ରାର ଚତୁର୍ଥ ଦିନରେ ଆଜି ଦର୍ଶକଙ୍କୁ ନିରାଶ ହେବାକୁ ପଡିବ । ବାଲିଯାତ୍ରାର ଦ୍ୱିତୀୟ ଓ ତୃତୀୟ ଦିନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ମୀନା ବଜାର ବୁଲିବା ସହ ଚଟପଟି ଖାଦ୍ୟର ମଜା ଉଠାଉଥିଲେ ଦର୍ଶକ । ଚଳିତ ବର୍ଷ ବାଲିଯାତ୍ରାକୁ ଘୋଡ଼ା ଆଉ ଓଟ ଆସିଛିନ୍ତି । ମୋଟ ୩୦ଟି ଘୋଡ଼ା ଆସିଛି । ଘୋଡା ଓ ଓଟ ଉପରେ ବସି ମଜା ନେଉଛନ୍ତି ଲୋକେ ।  ଏଥର ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କଟକ ଇନ କଟକ ପାଭିଲିୟନ ଓ ଅନନ୍ତ ଦୁନିଆ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    57 %
    0.8kmh
    0 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ