Friday, October 23, 2026
28.1 C
Odisha

    ଟ୍ରେନ ଲାଇନ୍ କଡ଼ରୁ ୨ ମହିଳାଙ୍କ ମୃତଦେହ ଠାବ

    ଆଗକୁ ପଢନ୍ତୁ

    ବଲାଙ୍ଗୀର,୧୩ ।୧୨: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡାହାଡ ଗାଁ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ୨ ମହିଳାଙ୍କ ମୃତଦେହ ଠାବ ହୋଇଛି । ଶୁକ୍ରବାର ସକାଳୁ ସ୍ଥାନୀୟଲୋକ ୨ ମହିଳାଙ୍କ ମୃତଦେହ ପଡିଥିବା ଦେଖି କଣ୍ଟାବାଞ୍ଜି ଜିଆର୍‌ପି ପୁଲିସ ଓ ଟାଉନ ପୁଲିସକୁ ଖବର ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    49 %
    2kmh
    55 %
    Fri
    29 °
    Sat
    29 °
    Sun
    28 °
    Mon
    27 °
    Tue
    28 °

    ସମ୍ବନ୍ଧିତ