Wednesday, June 10, 2026
32 C
Odisha

    ବିଭିନ୍ନ ଦଳୀୟ କାଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ

    ଆଗକୁ ପଢନ୍ତୁ

    ଶଙ୍ଖ ଭବନରେ ପାଳନ ହୋଇଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ । ବିଜେଡି ପକ୍ଷରୁ ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ର ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦଳର ସାଧାରଣ ସମ୍ବାଦକ ସଞ୍ଜୟ ଦାସ ବର୍ମା, ବିଧାୟକ ପ୍ରଫୁଲ ସାମଲ, ମୟେର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମନମୋହନ ଦେଶ ଗଠନରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ କଥା ମନେପକାଇଥିଲେ । ସେହିପରି ବର୍ତ୍ତମାନ ସମୟରେ ଦେଶ କିପରି ଆଗକୁ ବଢ଼ିବ ଅଭିଭାଷଣ ଦେଇଥିଲେ ।କଂଗ୍ରେସ ଭବନରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ବେଳେ ଦଳୀୟ ବିଧାୟକ, ନେତା ଓ କର୍ମୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32 ° C
    32 °
    32 °
    44 %
    1.6kmh
    71 %
    Wed
    32 °
    Thu
    43 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ