Thursday, May 15, 2025
33.9 C
Odisha

    ୨୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ ; ଇଣ୍ଡିମେଣ୍ଟର ସହଯୋଗୀ ଦଳ ହେବେ ସାମିଲ

    ଆଗକୁ ପଢନ୍ତୁ

    ନଭେମ୍ବର ୨୬ରେ ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି ।  ଶପଥ ଗ୍ରହଣ ଉତ୍ସବରେ ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିୱାଲ, ତେଜସ୍ୱୀ ଯାଦବ, ଦୀପଙ୍କର ଭଟ୍ଟାଚାର୍ୟ୍ୟ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସୋରେନ ଅପରାହ୍ନ ୪ଟାରେ ରାଞ୍ଚି ସ୍ଥିତ ରାଜଭବନଯାଇ ଇସ୍ତଫା ଦେବା ସହ ଝାଡ଼ଖଣ୍ଡରେ ପୁଣି ଥରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ପଦ ପାଇଁ ଫର୍ମୁଲା ମଧ୍ୟ ସ୍ଥିର ହୋଇଛି । ନଭେମ୍ବର ୨୬ ରେ ରାଞ୍ଚିର ମୋରହାବାଡି ପଡ଼ିଆରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଶପଥ ଗ୍ରହଣ ସମାରୋହରେ ଇଣ୍ଡିଆ ବ୍ଲକର ସହଯୋଗୀମାନେ ଯୋଗଦେବେ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.9 ° C
    33.9 °
    33.9 °
    41 %
    3.8kmh
    87 %
    Thu
    35 °
    Fri
    42 °
    Sat
    42 °
    Sun
    41 °
    Mon
    40 °

    ସମ୍ବନ୍ଧିତ