Monday, September 14, 2026
23.8 C
Odisha

    ୨୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ ; ଇଣ୍ଡିମେଣ୍ଟର ସହଯୋଗୀ ଦଳ ହେବେ ସାମିଲ

    ଆଗକୁ ପଢନ୍ତୁ

    ନଭେମ୍ବର ୨୬ରେ ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି ।  ଶପଥ ଗ୍ରହଣ ଉତ୍ସବରେ ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିୱାଲ, ତେଜସ୍ୱୀ ଯାଦବ, ଦୀପଙ୍କର ଭଟ୍ଟାଚାର୍ୟ୍ୟ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସୋରେନ ଅପରାହ୍ନ ୪ଟାରେ ରାଞ୍ଚି ସ୍ଥିତ ରାଜଭବନଯାଇ ଇସ୍ତଫା ଦେବା ସହ ଝାଡ଼ଖଣ୍ଡରେ ପୁଣି ଥରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ପଦ ପାଇଁ ଫର୍ମୁଲା ମଧ୍ୟ ସ୍ଥିର ହୋଇଛି । ନଭେମ୍ବର ୨୬ ରେ ରାଞ୍ଚିର ମୋରହାବାଡି ପଡ଼ିଆରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଶପଥ ଗ୍ରହଣ ସମାରୋହରେ ଇଣ୍ଡିଆ ବ୍ଲକର ସହଯୋଗୀମାନେ ଯୋଗଦେବେ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ