Thursday, July 23, 2026
23.4 C
Odisha

    ହିନ୍ଦୁ ଏକତା ଯାତ୍ରାରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ଼

    ଆଗକୁ ପଢନ୍ତୁ

    ଝାନ୍ସି: ବାଗେଶ୍ୱର ଧାମର ପୀଠାଧିଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ହିନ୍ଦୁ ଏକତା ଯାତ୍ରା କରୁଛନ୍ତି। ୬ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା‌ ଏବେ ଉତ୍ତରପ୍ରଦେଶର ଝାନ୍ସିରେ ପହଞ୍ଚିଛି। ଏହି ଯାତ୍ରା ସମୟରେ କିଛି ଲୋକ ବାବାଙ୍କ ଉପରେ ମୋବାଇଲ୍ ଫୋନ୍ ଫିଙ୍ଗିଥିବା ସାମ୍ନାକୁ ଆସିଛି। ଫୁଲ ସହ ମୋବାଇଲ ଫିଙ୍ଗାଯାଇଥିବା ବେଳେ ମୋବାଇଲଟି ଆସି ବାବାଙ୍କ ଗାଲରେ ବାଜିଥିଲା ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, କେହି ଜଣେ ଆମ ଉପରକୁ ମୋବାଇଲ୍ ଫିଙ୍ଗି ଦେଇଛନ୍ତି। ଆମକୁ ମୋବାଇଲ ମିଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    90 %
    2kmh
    99 %
    Thu
    29 °
    Fri
    29 °
    Sat
    29 °
    Sun
    31 °
    Mon
    32 °

    ସମ୍ବନ୍ଧିତ