Wednesday, October 14, 2026
22.4 C
Odisha

    ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

    ଆଗକୁ ପଢନ୍ତୁ

    ମସ୍କୋ : ରୁଷ୍‌-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋ ଉପରେ ୪୦୦ରୁ ଅଧିକ ଡ୍ରୋନ୍‌ ଯୋଗେ ଆକ୍ରମଣ କରିଛି। ଏହି ଆକ୍ରମଣରେ ମସ୍କୋ ନିକଟସ୍ଥ ଅନେକ ଶିଳ୍ପାଞ୍ଚଳ ଓ ତୈଳ ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ବହୁ ନାଗରିକ ଆହତ ହୋଇଛନ୍ତି। ଏହାସହ ରୁଷର ତୈଳବାହୀ ଜାହାଜ ଉପରେ ମଧ୍ୟ ୟୁକ୍ରେନ୍‌ ଆକ୍ରମଣ କରିଛି।
    ସାମରିକ ଉଷ୍ମତା ମଧ୍ୟରେ ୟୁକ୍ରେନ୍‌ କ୍ରମାଗତ ଭାବେ ରୁଷ୍‌ର ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣର ସାମ୍ନା କରୁଛି, ଯେଉଁଥିରେ ପାଭ୍‌ଲୋଗ୍ରାଡ ସହରରେ ଜଣେ ୧୩ ବର୍ଷର ନାବାଳିକାଙ୍କ ସମେତ ୧୩ ଜଣ ନାଗରିକ ଗୁରୁତର ହୋଇଛନ୍ତି। ସୀମାରେ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବେ ନିଜ ଦେଶ ଭିତରେ ବଡ଼ ଧରଣର ରାଜନୈତିକ ସଙ୍କଟର ସାମ୍ନା କରୁଥିବା ଜଣାପଡ଼ିଛି। ରୁଷ୍‌ ମଧ୍ୟ ୟୁକ୍ରେନ୍‌ର ଏହି ଆକ୍ରମଣ ଉପରେ କଡ଼ା ଜବାବ ଦେଇଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ