Monday, October 12, 2026
30 C
Odisha

    ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା, ଅଳିଆଗଦାରୁ ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ମହିଳା ମହିଳାଙ୍କୁ ହତ୍ୟା କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳାଙ୍କ ମୃତଦେହ ଅଳିଆଗଦାରୁ ମିଳିଛି । ମୃତକ ହେଉଛନ୍ତି ହାଇଦ୍ରାବାଦ ବାସିନ୍ଦା ଚୈତନ୍ୟା ମଧାଗନି । ଚୈତନ୍ୟା ସ୍ୱାମୀ ଓ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ । ଶନିବାର ତାଙ୍କ ମୃତଦେହ ରାସ୍ତା କଡ ଏକ ଅଳିଆଗଦାରୁ ମିଳିଛି ।ଅନ୍ତର୍ଜାତୀୟ ଖବର ମୁତାବକ, ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କାରଣ ଏହି ଘଟଣା ପରେ ତାଙ୍କ ସ୍ୱାମୀ ହାଭରତ ଆସି ପୁଅକୁ ଚୈତନ୍ୟାଙ୍କ ବାପା, ମା’ଙ୍କ ପାଖରେ ଛାଡିଥିଲେ । ତେବେ ଅଷ୍ଟ୍ରେଲିଆ ପଏଣ୍ଟ କୁକ୍ ପୋଲିସ ଘଟଣାର ଯାଞ୍ଚ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ