Wednesday, December 10, 2025
14.5 C
Odisha

    ରାଜ୍ୟର ନୂଆ ସୂଚନା କମିଶନର ହେଲେ ଜଗନ୍ନାଥ ରଥ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଜଗନ୍ନାଥ ରଥ ହେଲେ ରାଜ୍ୟର ନୂଆ ସୂଚନା କମିଶନର । ଏ ନେଇ ରାଜ ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନଜୀବୀ ଭାବେ ତାଙ୍କର ୨୫ବର୍ଷର ଅଭିଜ୍ଞତା ରହିଛି। ସେ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ ପୁଅ । ସେ ଅନେକ ବର୍ଷ ଧରି ଓଡିଶା ରାଜସ୍ୱ ବୋର୍ଡର ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏଥିସହ ଶ୍ରୀମନ୍ଦିରର ମଧ୍ୟ ଅବୈତନିକ ଆଇନ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.5 ° C
    14.5 °
    14.5 °
    46 %
    1.3kmh
    93 %
    Tue
    14 °
    Wed
    26 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ