Friday, September 19, 2025
31.3 C
Odisha

    IAS ନିଖିଲ ପବନ କଲ୍ୟାଣ ହେଲେ ଓଡ଼ିଶା ଜନଗଣନା ଡିସିଓ

    ଆଗକୁ ପଢନ୍ତୁ

    ରାଜ୍ୟରେ ଖୁବଶୀଘ୍ର ଜନଗଣନା । IAS ନିଖିଲ ପଓ୍ବନ୍‌ କଲ୍ୟାଣ ହେଲେ ରାଜ୍ୟର ନୂଆ ଜନଗଣନା ନିର୍ଦ୍ଦେଶକ । ଓଡ଼ିଶାରେ ଡିସିଓଭାବେ ଦାୟିତ୍ବ ତୁଲାଇବେ। ପୂର୍ବତନ ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ଗତ ମେ ମାସରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ କରିବା ପରେ ଏହି ପଦବୀ ଖାଲି ହୋଇ ପଡ଼ିଥିଲା ।

    ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଲ ପବନ କଲ୍ୟାଣ ଓଡ଼ିଶାରେ ଜନଗଣନା ଓ ଏନପିଆର୍ କାର୍ଯ୍ୟ ତଦାରଖ କରିବେ । ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ (ଡିସିଓ) ଭାବେ, ସେ ବିଳମ୍ବିତ ଜନଗଣନା ୨୦୨୧ ପାଇଁ ପ୍ରସ୍ତୁତିମୂଳକ କାର୍ଯ୍ୟକୁ ତଦାରଖ କରିବେ। ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଡିସିଆର) ଭାବେ, pavan kalyan ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ର ଅଦ୍ୟତନ ଓ ରକ୍ଷଣାବେକ୍ଷଣ ତଦାରଖ କରିବେ। ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିବ । ଏ ନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    63 %
    2.1kmh
    83 %
    Fri
    31 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ