Thursday, May 14, 2026
41.1 C
Odisha

    ନୌସେନା ପାଇଁ ଅଦାନୀର ଆତ୍ମନିର୍ଭର ଡ୍ରୋନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ନୌସେନା ମୁଖ୍ୟ ଏଡମିରଲ ହରି କୁମାର ହାଇଦ୍ରାବାଦରେ ପ୍ରଥମ ସ୍ୱଦେଶି ଡ୍ରୋନ୍ ‘ଦ୍ରିଷ୍ଟି ୧୦ ଷ୍ଟାରଲାଇନର’ ଉଦ୍‌ଘାଟନ କରିଛନ୍ତି । ଏହି ଡ୍ରୋନ୍ ଭାରତର ସୁରକ୍ଷା ପାଇଁ ଅଦାନୀ ଡିଫେନ୍ସ ଏଣ୍ଡ ଏୟାରସ୍ପେସ୍ ଦ୍ୱାରା କରାଯାଇଛି । ଏହାକୁ ନୌସେନାର ସମୁଦ୍ରୀ ଅଭିଯାନରେ ସାମିଲ କରାଯିବ ।
    ଏହି ଅବସରରେ ନୌସେନା ମୁଖ୍ୟ ଏଡମିରଲ ହରି କୁମାର କହିଛନ୍ତି ଯେ, ସମୁଦ୍ର ବଳରେ ଆତ୍ମନିର୍ଭର ହେବା ପାଇଁ ଆଇଏସ୍‌ଆର ଟେକ୍ନୋଲୋଜୀ ଏକ ବଡ଼ ପରିବର୍ତ୍ତନ ଆଣିବା ଭଳି ପଦକ୍ଷେପ । ଦୃଷ୍ଟି ୧୦ ଆସିବା ଫଳରେ ଆମ ନୌସେନାର ଶକ୍ତି ବଢ଼ିବ । ଭାରତରେ ହିଁ ମହଜୁଦ ଥିବା ୬୦ ପ୍ରତିଶତ ଜିନିଷ ସାହଯ୍ୟରେ ଏହାର ନିର୍ମାଣ କରାଯାଇଛି ଯାହାକି ଏକ ସ୍ୱପ୍ନ ସଦୃଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    41.1 ° C
    41.1 °
    41.1 °
    17 %
    3.1kmh
    20 %
    Thu
    40 °
    Fri
    44 °
    Sat
    44 °
    Sun
    44 °
    Mon
    46 °

    ସମ୍ବନ୍ଧିତ