Friday, January 9, 2026
25 C
Odisha

    ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ । ପ୍ରଥମ ମ୍ୟାଚରେ ଆୟାରଲାଣ୍ଡ ସହ ମୁକାବିଲା । ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ୍ ଆରମ୍ଭ

    ଆଗକୁ ପଢନ୍ତୁ

    ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ । ନବନିର୍ମିତ ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ଗ୍ରୁପ ‘ଏ’ରେ ପ୍ରଥମ ମ୍ୟାଚ୍ ଖେଳିବ । ଗତ ଜାନୁଅ।।ରୀ;ରେ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟେଣ୍ଟି-୨୦ ମ୍ୟାଚ୍ ଖେଳିନାହିଁ । ତେବେ ଭାରତ ପାଇଁ ଏହା ଆଦୌ ଚିନ୍ତାର ବିଷୟ ନୁହେଁ । ଦଳର ସମସ୍ତ ଖେଳାଳି ୨ ମାସ ଧରି ଆଇପିଏଲ ଭଳି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ ଖେଳିଛନ୍ତି । ତେଣୁ ଏହି ମ୍ୟାଚକୁ ନେଇ ଭାରତୀୟ ଦଳ ବେଶ୍ ଉତ୍ସାହି ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25 ° C
    25 °
    25 °
    13 %
    3.2kmh
    51 %
    Fri
    22 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ