Thursday, November 6, 2025
28.5 C
Odisha

    ଜାନୁୟାରୀ ୧ରୁ ଉଡିବ ୫ ନୂଆ ବିମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର ବିମାନବନ୍ଦରରୁ ନୂଆବର୍ଷରେ ଉଡ଼ିବ ୫ଟି ନୂଆ ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ତରଫରୁ ଏହି ସେବା ଜାନୁୟାରୀ ୧ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ତରଫରୁ ଏହା ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଯାଉଛି  । ଇଣ୍ଡିଗୋ ବିମାନ ସପ୍ତାହକୁ ୪ଥର ଭୁବନେଶ୍ବରରୁ ଇନ୍ଦୋର ଓ ୩ଥର ଭୁବନେଶ୍ବରରୁ ଡ଼େରାଡ଼ୁନକୁ ଚଳାଚଳ କରିବ  । ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସପ୍ତାହକୁ ୩ଥର ଭୁବନେଶ୍ବରରୁ ଲକ୍ଷ୍ନୌ ଓ ରାଜସ୍ଥାନ ଜୟପୁର ସହରକୁ ଚଳାଚଳ କରିବ  । ଏଥି ସହିତ ଏହା ସପ୍ତାହରେ ୭ଦିନ କେରଳର କୋଚିଂ ସହରକୁ ମଧ୍ୟ ଚଳାଚଳ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.5 ° C
    28.5 °
    28.5 °
    55 %
    3kmh
    0 %
    Thu
    28 °
    Fri
    28 °
    Sat
    27 °
    Sun
    25 °
    Mon
    25 °

    ସମ୍ବନ୍ଧିତ