Thursday, October 15, 2026
21.9 C
Odisha

    ଜାନୁୟାରୀ ୧ରୁ ଉଡିବ ୫ ନୂଆ ବିମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର ବିମାନବନ୍ଦରରୁ ନୂଆବର୍ଷରେ ଉଡ଼ିବ ୫ଟି ନୂଆ ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ତରଫରୁ ଏହି ସେବା ଜାନୁୟାରୀ ୧ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ତରଫରୁ ଏହା ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଯାଉଛି  । ଇଣ୍ଡିଗୋ ବିମାନ ସପ୍ତାହକୁ ୪ଥର ଭୁବନେଶ୍ବରରୁ ଇନ୍ଦୋର ଓ ୩ଥର ଭୁବନେଶ୍ବରରୁ ଡ଼େରାଡ଼ୁନକୁ ଚଳାଚଳ କରିବ  । ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସପ୍ତାହକୁ ୩ଥର ଭୁବନେଶ୍ବରରୁ ଲକ୍ଷ୍ନୌ ଓ ରାଜସ୍ଥାନ ଜୟପୁର ସହରକୁ ଚଳାଚଳ କରିବ  । ଏଥି ସହିତ ଏହା ସପ୍ତାହରେ ୭ଦିନ କେରଳର କୋଚିଂ ସହରକୁ ମଧ୍ୟ ଚଳାଚଳ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ