Monday, November 10, 2025
13.8 C
Odisha

    ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ଦେଲେ ନିମନ୍ତ୍ରଣ ପତ୍ର

    ଆଗକୁ ପଢନ୍ତୁ

    ଶ୍ରୀରାମଙ୍କ ପ୍ରତିଷ୍ଠା ପାଇଁ ଜଗାକୁ ଆସିଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ନିମନ୍ତ୍ରଣକାରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ନିମନ୍ତ୍ରଣ ପତ୍ର ସହ ନଡ଼ିଆ , ପାନ, ଗୁଆ ଦେଇ ମହାପ୍ରଭୁଙ୍କୁ କରିଛନ୍ତି ନିମନ୍ତ୍ରଣ । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ପ୍ରତ୍ୟେକ କୋଣ ଅନୁକୋଣକୁ ବାର୍ତା ଯାଉଛି । ଏହିକ୍ରମରେ ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.8 ° C
    13.8 °
    13.8 °
    62 %
    1.4kmh
    0 %
    Mon
    25 °
    Tue
    26 °
    Wed
    26 °
    Thu
    26 °
    Fri
    25 °

    ସମ୍ବନ୍ଧିତ