Sunday, February 1, 2026
22.3 C
Odisha

    ୨୦୨୮ ସୁଦ୍ଧା ମହାକାଶରେ ଭାରତୀୟ ଷ୍ଟେସନ: ଇସ୍ରୋ ମୁଖ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ୨୦୨୮ ସୁଦ୍ଧା ପ୍ରଥମ ମହାକାଶ ଷ୍ଟେସନ ବନାଇବାକୁ ଲକ୍ଷ୍ୟ ରଖିଛି। ୨୦୩୫ ସୁଦ୍ଧା ମନୁଷ୍ୟକୁ ମହାକାଶକୁ ପଠାଇବାକୁ ଚାହୁଁଛି। ଦଶମ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଟରେ ସାମିଲ ହୋଇ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଭାରତ ମହାକାଶ ଷ୍ଟେସନ ପ୍ରତିଷ୍ଠା ପାଇଁ ବର୍ତ୍ତମାନର ଲଞ୍ଚର କ୍ଷମତା ବ୍ୟବହାର କରିବ। ଏଥିରେ ସଫଳତା ମିଳିବା ପରେ ପରୀକ୍ଷାନିରୀକ୍ଷା ପାଇଁ ମହାକାଶକୁ ବୈଜ୍ଞାନିକଙ୍କୁ ପଠାଯିବ। ଏହି ଷ୍ଟେସନ ଦ୍ବାରା ଆର୍ଥିକ ଲାଭ ମଧ୍ୟ ମିଳିବ। ବ୍ୟବସାୟିକ କାର୍ଯ୍ୟ ହାସଲ ପାଇଁ ଏହାକୁ ବ୍ୟବହାର କରାଯିବ। ଭବିଷ୍ୟତରେ କେବଳ ପୃଥିବୀରୁ ରଣନୈତିକ କାର୍ଯ୍ୟକଳାପ ପ୍ରସ୍ତୁତ କରାଯିବ ନାହିଁ। ଏଥିପାଇଁ ମହାକାଶ ପ୍ରମୁଖ ଭୂମିକା ନିର୍ବାହ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    60 %
    1kmh
    100 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ