Sunday, February 1, 2026
24.7 C
Odisha

    ଆଜିଠାରୁ ଆରମ୍ଭ ହେଉଛି ଜଗନ୍ନାଥ ଏକ୍ସପ୍ରେସ । ସଂଧ୍ୟା ୫ଟାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଆଜିଠାରୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ । ପରବର୍ତି ପର୍ଯ୍ୟାୟରେ ପ୍ରତି ପଂଚାୟତରୁ ପୁରୀକୁ ଗଡିବ ବସ୍ । ଏନେଇ ପଞ୍ଚାୟତ ରାଜ ବିଭାଗକୁ ଚିଠି ହୋଇଛି । ୨୧ ତାରିଖରୁ ପ୍ରତି ପଞ୍ଚାୟତରୁ ବାହାରିବ ବସ୍ । ଯାତ୍ରୀଙ୍କୁ ନେଇ ପୁରୀ ଯିବ ବସ୍ । ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରୁଛନ୍ତି । ଆଜି ସନ୍ଧ୍ୟା ୫ଟାରେ ଜଗନ୍ନାଥ ଏକ୍ସପ୍ରେସ୍ ଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ