Friday, June 5, 2026
34.6 C
Odisha

    ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ଜୟ ନାରାୟଣ ମହାନ୍ତି ଆଉ ନାହାନ୍ତି । ଜୟ ନାରାୟଣ ମହାନ୍ତି ହେଉଛନ୍ତି ଜଳେଶ୍ୱରର ପୂର୍ବତନ ବିଧାୟକ। ଜଳେଶ୍ବରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ଜୟନାରାୟଣ । ସେ ୧୯୯୫ ଓ ୨୦୦୦ ମସିହାରେ ଜଳେଶ୍ୱର ବିଧାନସଭାରୁ ବିଧାୟକ ହୋଇଥିଲେ। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିିଛ। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିବା ସୂଚନା। ତାଙ୍କ ବିୟୋଗରେ ସମଗ୍ର ଉତ୍ତର ବାଲେଶ୍ବରରେ ଶୋକର ଶାୟା ଖେଳି ଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.6 ° C
    34.6 °
    34.6 °
    38 %
    0.9kmh
    78 %
    Fri
    40 °
    Sat
    41 °
    Sun
    42 °
    Mon
    43 °
    Tue
    43 °

    ସମ୍ବନ୍ଧିତ