Friday, September 25, 2026
24.1 C
Odisha

    କଙ୍ଗନା ରଣାୱତଙ୍କୁ ଚାପୁଡା ମାରିଲେ ଯବାନ । ବିମାନବନ୍ଦରରୁ ଦିଲ୍ଲୀ ଯିବା ସମୟରେ କଙ୍ଗନାଙ୍କୁ ମାରିଲେ ଚାପୁଡା

    ଆଗକୁ ପଢନ୍ତୁ

    ବିଜେପିର ନବ ନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଚାପୁଡା । ଗୁରୁବାର ଚଣ୍ଡୀଗଡ ଏୟାରପୋର୍ଟରେ ଦିଲ୍ଲୀ ଯିବା ସମୟରେ ଜଣେ ସିଆଇଏସଏଫ୍ ଯବାନ କଙ୍ଗନାଙ୍କୁ ଚାପୁଡା ମାରିଛନ୍ତି । କଙ୍ଗନାଙ୍କୁ ଚାପୁଡା ମାରିବା ପରେ ଉକ୍ତ ସିଆଇଏସଏଫ୍ ଯବାନଙ୍କୁ ହେପାଜତକୁ ନିଆଯାଇଛି । ତେବେ କଙ୍ଗନାଙ୍କ ଅଭିଯୋଗ ମୁତାବକ, ସେ ଦିଲ୍ଲୀ ଯିବା ପାଇଁ ଚେକିଂ କରିବା ସହ ବୋଡିଂ ପାଇଁ ଯାଉଥିଲେ । ଏହି ସମୟରେ କୁଲବିନ୍ଦର କୌର ନାମକ ଜଣେ ସିଆଇଏସଏଫ୍ ଯବାନ ତାଙ୍କୁ ଚାପୁଡା ମାରିଥିଲେ । ଏହାପରେ କଙ୍ଗନାଙ୍କ ସହ ଥିବା ଜଣେ ବ୍ୟକ୍ତି ମଧ୍ୟ ଉକ୍ତ ଯବାନଙ୍କୁ ଚାପୁଡା ମାରିବାକୁ ଚେଷ୍ଟା କରିଥିଲେ । ହେଲେ ସେହି ସମୟରେ ଯବାନ ଜଣଙ୍କୁ ହେଜାପତକୁ ନିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    97 %
    4.9kmh
    100 %
    Fri
    28 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ