Sunday, July 12, 2026
27.7 C
Odisha

    ବୈତରଣୀରେ ବୁଡି କାଉଡିଆ ମୃତ

    ଆଗକୁ ପଢନ୍ତୁ

    ବୈତରଣୀ ବଲ୍ଲଭିଘାଟରେ ଅଘଟଣ। ପାଣି ଉଠାଇବା ବେଳେ ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ । ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ନିକଟକୁ ପାଣି ନେବା ପାଇଁ ଆସି ନଦୀରେ ବୁଡିଗଲେ କାଉଡିଆ । ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ । ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ମନ୍ମଥ ସାମଲ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିଲେ। ମନ୍ମଥଙ୍କୁ ଉଦ୍ଧାରେ କରାଯାଇଥିବାବେଳେ ପ୍ରଶାନ୍ତ କିନ୍ତୁ ପାଣିରେ ବୁଡିଯାଇ ପ୍ରାଣ ହରାଇଥିଲେ । ଯାଜପୁର ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.7 ° C
    27.7 °
    27.7 °
    69 %
    1.8kmh
    82 %
    Sun
    28 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ