Sunday, June 1, 2025
35.9 C
Odisha

    ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ଖେଚୁଡି: ମହାପ୍ରଭୁଙ୍କୁ ଲାଗି ପରେ ଶ୍ରୀମନ୍ଦିର ପଶ୍ଚିମ, ଉତର ଓ ଦକ୍ଷିଣ ଦ୍ୱାରରେ ପାଉଛନ୍ତି ଭକ୍ତ

    ଆଗକୁ ପଢନ୍ତୁ

    ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡି । ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଭକ୍ତଙ୍କୁ ବଂଟାଯାଉଛି । ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି । ରାତି ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଏହା ଖେଚୁଡି ବଂଟାଯିବ । ଶ୍ରୀମନ୍ଦିରର ପଶ୍ଚିମ, ଉତର ଓ ଦକ୍ଷିଣ ଦ୍ୱାରରେ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କୁ ଏହି ପ୍ରସାଦ ଦିଆଯାଉଛି । ଭକ୍ତମାନେ ଅତି ଆନନ୍ଦର ସହ ଏହି ପ୍ରସାଦକୁ ନେଇ ସେବନ କରୁଛନ୍ତି । ଆଜି ପ୍ରଥମ ଦିନରେ ଗଂଜାମରୁ ଆସିଥିବା ଅର୍ପଣ ଚାଉଳରେ ଖେଚୁଡି ପ୍ରସ୍ତୁତ କରାଯାଇଛି । ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କୁ ମାଗଣା ପ୍ରସାଦ ବାଂଟିବା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    28 %
    4.1kmh
    90 %
    Sun
    36 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ