Saturday, October 10, 2026
22.4 C
Odisha

    ଟସ୍ ଜିତିଲା କୋଲକାତା ନାଇଟ୍ ରାଇଡର୍ସ: ପ୍ରଥମେ ବୋଲିଂ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    କୋଲକାତା: ଆଇପିଏଲ ୨୦୨୪ର ୨୮ତମ ମ୍ୟାଚ୍‌ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍‌ଏସ୍‌ଜି) ମଧ୍ୟରେ ମୁକାବିଲା ହେଉଛି। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେକୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

    କୋଲକାତା ନାଇଟ୍ ରାଇଡର୍ସ ପ୍ଲେଇଙ୍ଗ ୧୧ରେ ଫିଲିପ୍ ସଲ୍ଟ (ୱିକେଟ କିପର), ସୁନୀଲ ନାରିନ, ଭେଙ୍କଟେଶ ଆୟର୍, ଶ୍ରେୟସ୍ ଆୟର୍ (ଅଧିନାୟକ), ଅଙ୍ଗ୍ରିଶ ରଘୁବଂଶୀ, ଆଣ୍ଡ୍ରେ ରସେଲ, ରାମଣଦୀପ ସିଂ, ମିଚେଲ ଷ୍ଟାର୍କ, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି।

    ସେହିପରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପ୍ଲେଇଙ୍ଗ ୧୧ରେ କ୍ୱିଣ୍ଟନ୍ ଡି କକ୍, କେ.ଏଲ୍ ରାହୁଲ (ୱିକେଟ କିପର/ ଅଧିନାୟକ), ଦୀପକ ହୁଡା, ଆୟୁଷ ବାଡୋନି, ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୁରନ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ମୋହସିନ୍ ଖାନ୍, ଶମର ଜୋସେଫ, ୟଶ ଠାକୁର ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ