Tuesday, September 22, 2026
24 C
Odisha

    ଥରୁଛି କୋରାପୁଟ: ୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା

    ଆଗକୁ ପଢନ୍ତୁ

    କୋରାପୁଟ: କୋରାପୁଟରେ  ଶୀତ ଲହରି ଜାରି ରହିଛି।  ପାରଦ ୯.୫ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି। କେତେକ ସ୍ଥାନରେ ମଧ୍ୟ ରାତ୍ରରେ ୪ରୁ ୫ ଡିଗ୍ରୀ ତାପମାତ୍ରା ରହୁଛି। ଗତ କିଛି ଦିନ ତଳେ କୋରାପୁଟ ସହର, ପଟ୍ଟାଙ୍ଗି, ଦାମନଯୋଡି ଆଦି ଅଞ୍ଚଳରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ଶନିବାର ଜିଲାରେ ପାରଦ ୯.୫ ରହିଥିବା ବେଳେ ରବିବାର ୯.୬ ପାରଦ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ଆଗାମୀ ଦିନରେ ଜିଲାରେ ଶୀତର ପ୍ରକୋପ ଅଧିକ ହେବ ବୋଲି ବିଭାଗୀୟ ବିଶେଷଜ୍ଞମାନେ ସର୍ତକ କରିଛନ୍ତି। ବୟସ୍କମାନଙ୍କୁ ରାତି ଓ ଭୋରରୁ ପଦାକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।  କୋରାପୁଟ ସହରରର ବିଭିନ୍ନ ସ୍ଥାନରେ କାଉ, ବାଇଚଢ଼େଇଙ୍କ ସମେତ ବିଭିନ୍ନ ପକ୍ଷୀଙ୍କ ସମେତ କେତେକ ସ୍ଥାନରେ ଛୋଟଛୋଟ କୁକୁର ଛୁଆ ମରିପଡିଥିବା ଦେଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    0.9kmh
    97 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ