Sunday, March 22, 2026
32 C
Odisha

    ରାଜଧାନୀରେ ହାଲୁକା ବର୍ଷା; ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବଢୁଥିବା ତାତି ଭିତରେ ଗୁରୁବାର ଅଦିନିଆ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ଭୁବନେଶ୍ୱରର କେତେକ ସ୍ଥାନରେ ଆଜି ସନ୍ଧ୍ୟାରେ ହାଲୁକା ବର୍ଷା ହୋଇଛି। ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଆଉ କେତେକ ସ୍ଥାନରେ ବର୍ଷା ହୋଇନଥିଲେ ବି କଳାବାଦଲ ଘୋଡ଼େଇ ହୋଇଛି। ଆକାଶ ମେଘାଚ୍ଛନ୍ନ ଥିବା ଦେଖିବାକୁ ମିଳିଛି । କମ୍ ଦିନର ଶୀତ ପରେ ଗରମ ଧୀରେଧୀରେ ବଢିବାକୁ ଲାଗିଥିଲା। ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମର ସୂଚନା ମିଳି ସାରିଥିଲା। ଆଉ ଏହାରି ଭିତରେ ଅଦିନିଆ ବର୍ଷା ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ବର୍ଷା କାରଣରୁ ତାପମାତ୍ରା ସାମାନ୍ୟ ତଳକୁ ଖସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ