Friday, May 9, 2025
38.3 C
Odisha

    ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ

    ଆଗକୁ ପଢନ୍ତୁ

    ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଏଥିପାଇଁ ସଜେଇ ହୋଇଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟ ଧମ୍ବାବଲମ୍ବୀ । ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ ଓ ରଙ୍ଗାରଙ୍ଗ ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ । ସେଲିବ୍ରେସନ ମୁଡରେ ସାରା ବିଶ୍ବ। ବିଭିନ୍ନ ଚର୍ଚ୍ଚରେ ଭିଡ଼ ହେଲାଣି । ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ସମସ୍ତ ପ୍ରସ୍ତୁତି ସରିଛି । ଚର୍ଚ୍ଚ ପରିସରରେ ଯୀଶୁଙ୍କ ଜନ୍ମ ସମୟର ଦୃଶ୍ୟକୁ ଦେଖାଇବା ପାଇଁ ବିଭିନ୍ନ ପ୍ରକାର ମୂର୍ତ୍ତି ସହ କୁଡିଆ ଘର ବି ପ୍ରସ୍ତୁତ କରାଯାଇଛି। ବଡ଼ଦିନକୁ ଧୂମଧାମରେ ପାଳନ କରିବା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିତରେ ପ୍ରବଳ ଉତ୍ସାହ । ସେପଟେ ଖ୍ରୀଷ୍ଟମାସ ଓ ବଡ଼ଦିନ ପାଇଁ କମିସନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ