Tuesday, November 4, 2025
19.6 C
Odisha

    ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ । ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମଜିକ ସ୍ୱୀକୃତି ନମିଳିବାରୁ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡିିଛି । ଯୁବକ ଜଣକ ପୂଜାରୀଗୁଡା ପମ୍ପ ହାଉସରେ କାମ କରୁଥିବା ବେଳେ ଯୁବତୀ ଜଣକ ନିକଟ କୁର୍ସୀ ଗାଁର ବୋଲି ଜଣାପଡିଛି । ଉଭୟ ପ୍ରେମ କରୁଥିବା ବେଳେ ସମାଜ ସାଜିଥିଲା ପ୍ରତିବନ୍ଧକ । ପରିବାର ବିରୋଧ କରିବାରୁ ଭୟରେ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚିି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    70 %
    1.2kmh
    100 %
    Tue
    27 °
    Wed
    27 °
    Thu
    28 °
    Fri
    27 °
    Sat
    27 °

    ସମ୍ବନ୍ଧିତ