Wednesday, October 7, 2026
30.3 C
Odisha

    ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି…’ମଣିଶଙ୍କର ଆୟରଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ମଣିଶଙ୍କର ଆୟାର ପାକିସ୍ତାନକୁ ନେଇ ବଡ଼ ବୟାନ ଦେଇ ରାଜନୈତିକ ଭୂମିକମ୍ପ ଆଣିଛନ୍ତି। ମଣିଶଙ୍କର ଆୟର ପାକିସ୍ତାନ ସହ ଆଲୋଚନା ପାଇଁ ସମର୍ଥନ କରି କହିଛନ୍ତି ଯେ ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ କାରଣ ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ମଣିଶଙ୍କର ଆୟରଙ୍କ ଏହି ବୟାନକୁ ନେଇ ବିଜେପି ଏବେ ଆକ୍ରମଣାତ୍ମକ ହୋଇଛି ଏବଂ କହିଛି ଯେ ମଣିଶଙ୍କର ଆୟାରଙ୍କ ପାକିସ୍ତାନ ପ୍ରତି ଭଲପାଇବା ପୁଣି ଥରେ ଜାଗ୍ରତ ହୋଇଛି । ବିଜେପିର ଶାହଜାଦ ପୁନାୱାଲା କହିଛନ୍ତି ଯେ ପାକିସ୍ତାନ ପ୍ରତି କଂଗ୍ରେସର ଭଲପାଇବା ଶେଷ ହେଉନାହିଁ।
    ବାସ୍ତବରେ ମଣିଶଙ୍କର ଆୟାର କହିଛନ୍ତି, ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ, କାରଣ ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି। ଯଦି ଆମେ ସେମାନଙ୍କୁ ସମ୍ମାନ ଦେବୁ ନାହିଁ, ବୁଝାମଣା କରିବୁ ନାହିଁ, ତେବେ ସେମାନେ ଭାରତ ବିରୋଧରେ ପରମାଣୁ ବୋମା ବ୍ୟବହାର କରିବାକୁ ଚିନ୍ତା କରିବେ ବୋଲି କହିଛନ୍ତି ଆୟର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ