Thursday, June 25, 2026
30.5 C
Odisha

    ସୀମାନ୍ତରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ବସ୍ ସମେତ ୩ଟି ଗାଡ଼ିରେ ଲଗାଇଲେ ନିଆଁ

    ଆଗକୁ ପଢନ୍ତୁ

    ମାଲକାନଗିରି:ପୁଣି ମାତିଲେ ମାଓବାଦୀ । ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଗୋଟିଏ ବସ୍ ସମେତ ୩ଟି ଗାଡ଼ିରେ ନିଆଁ ଲଗାଇଦେଲେ ଲାଲବାହିନୀ । ଆସିରଗୁଡା ନିକଟରେ ମୁଖ୍ୟରାସ୍ତାରେ ବସ୍ ଅଟକାଇ ଜାଳିଦେଲେ ମାଓବାଦୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଲେ ସୁରକ୍ଷା ବାହିନୀ । ସୁରକ୍ଷା ଦୃଷ୍ଟି କୋଣରୁ ସୁକୁମା-କୋଣ୍ଟା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ୧୫ ରୁ ୨୦ ମାଓବାଦୀ ପୋଡ଼ାଜଳାରେ ସାମିଲ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ ଘଟଣାସ୍ଥଳରେ କୁମ୍ବିଂ ଅପରେସନ ଆରମ୍ଭ କରିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    58 %
    2kmh
    43 %
    Thu
    30 °
    Fri
    38 °
    Sat
    38 °
    Sun
    38 °
    Mon
    36 °

    ସମ୍ବନ୍ଧିତ