Wednesday, October 23, 2024
21.7 C
Odisha

    ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ । ଜୟଦେବ ବିହାରରୁ ଜନତା ମଇଦାନ ଯାଏଁ କରିବେ ରୋଡ୍ ସୋ’

    ଆଗକୁ ପଢନ୍ତୁ

    ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ । ଆସନ୍ତା ୧୨ ତାରିଖ ଅପରାହ୍ନରେ ମୋଦୀ ଭୁବନେଶ୍ୱରର ଜୟଦେବ ବିହାର ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ, ଜନତା ମଇଦାନରେ ନରେନ୍ଦ୍ର ମୋଦୀ ପ୍ରେସମିଟ୍ ମଧ୍ୟ କରିବେ ବୋଲି ସୂଚନା ଅଛି । ତେବେ ଆସନ୍ତା ୧୨ ତାରିଖରେ ଓଡିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ବିଜେପିର ତମାମ ନେତୃବୃନ୍ଦ ଓଡିଶା ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅମିତ ଶାହା, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ନେତା ଓଡିଶା ଆସିବେ ବୋଲି ଜଣାପଡିଛି । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୋଦୀ ଭୁବନେଶ୍ୱରରେ ରୋଡ୍ ସୋ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ