Wednesday, March 5, 2025
23.2 C
Odisha

    ସକାଳୁ ଉଠି କରନ୍ତୁ ଏହି ୪ଟି କାର୍ଯ୍ୟ, ପଇସାର ଅଭାବ ରହିବ ନାହିଁ !

    ଆଗକୁ ପଢନ୍ତୁ

    ସକାଳୁ ହିଁ କୌଣସି ଯୋଜନା ଉପରେ କାମ ଆରମ୍ଭ କରାଯାଏ । ଆଚାର୍ଯ୍ୟ ଚାଣକ୍ୟ କହନ୍ତି ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ସକାଳୁ ଶୀଘ୍ର ଉଠିବା ଶିଖନ୍ତୁ । ଚାଣକ୍ୟଙ୍କ ମତରେ ବ୍ୟକ୍ତି ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରିବା ଉଚିତ । ଏହି ସମୟ ବହୁତ ଶାନ୍ତ ରହିଥାଏ । ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ଶୌଚ ସ୍ନାନ କରନ୍ତୁ । ଏହାପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହାସହିତ ଭଗବାନଙ୍କୁ ପୂଜା ଆରାଧନା କରନ୍ତୁ । ଯଦି ଆପଣ ନିୟମିତ ଭାବରେ ଏପରି କରିବେ ତେବେ ନିଶ୍ଚୟ ଆପଣଙ୍କ ଜୀବନରେ ଉନ୍ନତି ହେବ । ଆର୍ଥିକ ସମସ୍ୟା ବି ଦୂର ହେବ ।
    ଆଚାର୍ଯ୍ୟ ଚାଣକ୍ୟ କହନ୍ତି ଏହିପରି ଭାବରେ ଦିନର ଆରମ୍ଭ କରୁଥିବା ବ୍ୟକ୍ତି ସର୍ବଦା ସକରାତ୍ମକ ରହିଥାଏ । ଏପରି ବ୍ୟକ୍ତି ଜୀବନରେ ଖୁବ୍ ଉନ୍ନତି କରିଥାଏ ଓ କମ୍ ସମୟରେ ଧନବାନ୍ ହୋଇଥାଏ । ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳେ ଏହି କାର୍ଯ୍ୟ କରିଥାଏ ସେ ନିଜେ ଖୁସି ରହିବା ସହ ତାଙ୍କ ପରିବାର ବି ଖୁସି ରହିଥାନ୍ତି । ଘରେ ସର୍ବଦା ଶାନ୍ତି ବଜାୟ ରହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    27 %
    1.7kmh
    7 %
    Tue
    23 °
    Wed
    34 °
    Thu
    34 °
    Fri
    36 °
    Sat
    38 °

    ସମ୍ବନ୍ଧିତ