Saturday, August 16, 2025
26.4 C
Odisha

    ବାତ୍ୟା ପାଇଁ ଦୁଇଦିନ ବନ୍ଦ ରହିବ ନନ୍ଦନକାନନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ନନ୍ଦନକାନନ ଅକ୍ଟୋବର ୨୩ ଓ ୨୪ ତାରିଖରେ ବନ୍ଦ ରହିବ । ବାତ୍ୟା ଦାନା ଯୋଗୁଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବାତ୍ୟା ସମୟରେ ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ଜୀବନର ସୁରକ୍ଷା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବ । ସେଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଜୀବଜନ୍ତୁଙ୍କ ପାଇଁ ବିପୁଳ ମାତ୍ରାରେ ଖାଦ୍ୟଶସ୍ୟ ରଖା ହୋଇଛି । ଏନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ପିସିସି ଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.4 ° C
    26.4 °
    26.4 °
    83 %
    2kmh
    80 %
    Sat
    30 °
    Sun
    30 °
    Mon
    28 °
    Tue
    29 °
    Wed
    29 °

    ସମ୍ବନ୍ଧିତ