Sunday, October 12, 2025
22.1 C
Odisha

    ବିଜେଡି ବିଧାୟକଙ୍କ ମନୋବଳ ବଢ଼ାଇଲେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ନୂଆ ଓ ପୁରୁଣା ବିଧାୟକଙ୍କ ବଢ଼ାଇଲେ ମନୋବଳ । ଶପଥ ନେବା ପରେ ନିଜ ନିଜ ଅଞ୍ଚଳର ବିକାଶକାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ସଂକଳ୍ପ ନେଇଛନ୍ତି ବିଜେଡି ବିଧାୟକ । ପ୍ରତ୍ୟେକ ଦିନ ନବୀନଙ୍କୁ ଭେଟି ଏନେଇ କରୁଛନ୍ତି ଆଲୋଚନା । ତେବେ ବିରୋଧୀ ଦଳରେ ରହି ଗଠନମୂଳକ ଆଲୋଚନା ମାଧ୍ୟମରେ ଲୋକଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି ବିଜେଡି ବିଧାୟକ । ବିଜେଡି ବିଧାୟକଙ୍କ ପଣ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିଲେ, ଆଗକୁ ରହିବେ । ଗାଁ ଦାଣ୍ଡରୁ ବିଧାନସଭା ଯାଏଁ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜନସେବାର ଯେଉଁ ମୂଲ୍ୟବୋଧ ଓ ଗୁରୁମନ୍ତ୍ର ଦେଇଛନ୍ତି ତାହାକୁ ବିରୋଧୀ ଦଳରେ ରହି ସତ ପ୍ରତିଶତ ପାଳନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    89 %
    0.8kmh
    6 %
    Sun
    29 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ