Monday, May 18, 2026
30.7 C
Odisha

    କେତେ ବୟସର ମହିଳାଙ୍କୁ ମିଳିବ ସରକାରଙ୍କ ସୁଭଦ୍ରା ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କାହାକୁ ମଳିବ ସୁଭଦ୍ରା ଟଙ୍କା, ସୁଭଦ୍ରା ଟଙ୍କା କିଏ ପାଇବାକୁ ଯୋଗ୍ୟ ହେବେ ? ପାଖକୁ ଆସିବ ୫୦ ହଜାର ଟଙ୍କାର ଭାଉଚର୍ । କେଉଁ ମହିଳା ଯୋଜନାରେ ହେବେ ଅନ୍ତର୍ଭୁକ୍ତ । ପଥମ କ୍ୟାବେନଟ ବୌଠକ ପରେ ମୋହନ ମାଝୀଙ୍କ ସରକାର ନେଉଛନ୍ତି ବଡ଼ ବଡ଼ ପଦକ୍ଷେପ । ଆଉ ସେଭିତରେ ମହଳାଙ୍କର ଶଶକ୍ତିକରଣ କରିବା ଲାଗି ଘୋଷଣା କରିଛନ୍ତି । ମହିଳା ପାଇବେ ସୁଭଦ୍ରା ଟଙ୍କା । ଯାହକି ୫୦ ହଜାର ଟଙ୍କାର ଭାଉଚର୍ । ହେଲେ କାହାକୁ କାହାକୁ ମଳିବ ଏହି ସୁବିଧା, କ’ଣ ରହିଛି ଏହି ଜୋଜନାରେ ନିୟମ କିଏ କିଏ ହୋଇପାରିବେ ଅନ୍ତର୍ଭୁକ୍ତ ? ଆଗାମୀ ଶହେ ଦିନ ମଧ୍ୟରେ ଓଡ଼ିଶାରେ ଲାଗୁ ହେବ ଶୁଭଦ୍ରା ଯୋଜନା । ଏନେଇ ଘୋଷଣା କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଦୁଇ ବର୍ଷ ମଧ୍ୟରେ ସେମାନେ ଏହି ରାଶିକୁ ଖର୍ଚ୍ଚ କରିପାରିବେ । ଏହି ଯୋଜନା ଉଭୟ ଅଫ୍ ଲାଇନ ଓ ଅନ୍ ଲାଇନ୍ ହୋଇ ପାରିବ । ବିଭାହିତ ମହିଳା ପାଇବେ ଏହି ଯୋଜନାର ସୁବିଧା । ଏହି ଯୋଜନାର ମୂଳ ଲକ୍ଷ ସମାଜରେ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବା ଓ ସେମାନଙ୍କୁ ଆର୍ଥିକ ସ୍ଵାଧୀନତା ପ୍ରଦାନ କରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    45 %
    2.2kmh
    100 %
    Mon
    41 °
    Tue
    44 °
    Wed
    46 °
    Thu
    46 °
    Fri
    44 °

    ସମ୍ବନ୍ଧିତ