Wednesday, March 25, 2026
37 C
Odisha

    ବିଜେପି ଛାଡି ବିଜେଡିରେ ମିଶିଲେ ଇରାନୀ ରାୟ

    ଆଗକୁ ପଢନ୍ତୁ

    ନୟାଗଡ ବିଜେପିକୁ ଝଟକା । ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗଦେଲେ ଇରାନୀ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ ।ତେବେ ବିଜେଡିରେ ମିଶିଲା ପରେ ବିଜେପି ଉପରେ ବର୍ଷିଛନ୍ତି ଇରାନୀ । କହିଛନ୍ତି, ନୟାଗଡରେ ବିଜେପି ପାଇଁ ଅନେକ କିଛି କରିଛି । ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି । ମୋ ସହିତ ଅନ୍ୟାୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ