Saturday, June 21, 2025
24.6 C
Odisha

    ବିଜେପି ଛାଡି ବିଜେଡିରେ ମିଶିଲେ ଇରାନୀ ରାୟ

    ଆଗକୁ ପଢନ୍ତୁ

    ନୟାଗଡ ବିଜେପିକୁ ଝଟକା । ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗଦେଲେ ଇରାନୀ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ ।ତେବେ ବିଜେଡିରେ ମିଶିଲା ପରେ ବିଜେପି ଉପରେ ବର୍ଷିଛନ୍ତି ଇରାନୀ । କହିଛନ୍ତି, ନୟାଗଡରେ ବିଜେପି ପାଇଁ ଅନେକ କିଛି କରିଛି । ହେଲେ ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମତେ ମିଳିନି । ମୋ ସହିତ ଅନ୍ୟାୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    88 %
    1.3kmh
    100 %
    Fri
    25 °
    Sat
    31 °
    Sun
    33 °
    Mon
    33 °
    Tue
    32 °

    ସମ୍ବନ୍ଧିତ