Friday, June 27, 2025
25.9 C
Odisha

    ଜାପାନରେ ବ୍ୟାପୁଛି ନୂଆ କୋଭିଡ ଭାରିଆଣ୍ଟ

    ଆଗକୁ ପଢନ୍ତୁ

    ଜାପାନରେ ଭୟ ବଢ଼ାଇଛି ନୂଆ କୋଭିଡ ଭାରିଆଣ୍ଟ । ‘କେପି ଡଟ୍ ଥ୍ରୀ’ ନାମକ କୋଭିଡ ଭାରିଆଣ୍ଟରେ ଆକ୍ରାନ୍ତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଗତ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ିବା ସହ ଜାପାନରେ ଏହା ୧୧ତମ ଲହର ବୋଲି ବିଶେଷଜ୍ଞ କହିଛନ୍ତି । ନୂଆ ଭାରିଆଣ୍ଟରେ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି । ତେବେ ଏବେସୁଦ୍ଧା କୌଣସି ମୃତ୍ୟୁ ସୂଚନା ନମିଳିଥିଲେ ବି ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି । ଭାରତରେ ମଧ୍ୟ ବ୍ୟାପିବା ସମ୍ଭାବନା ରହିଛି । ସେପଟେ ଆମେରିକାରେ ମଧ୍ୟ ନୂଆ ଭୂତାଣୁ ଭୟ ସୃଷ୍ଟି କରୁଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    83 %
    2.2kmh
    100 %
    Fri
    26 °
    Sat
    27 °
    Sun
    32 °
    Mon
    28 °
    Tue
    27 °

    ସମ୍ବନ୍ଧିତ