Thursday, March 26, 2026
24.8 C
Odisha

    ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ

    ଆଗକୁ ପଢନ୍ତୁ

    ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ନବଜାତକ ନିଖୋଜ ଅଭିଯୋଗ । କଂଟାମାଲ ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁଙ୍କ ଶିଶୁ ପୁତ୍ର ନିଖୋଜ ହୋଇଯାଇଛି । ମେଡିକାଲରୁ ଛୁଆ ଚୋରୀ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏସଏନସିୟୁରେ ଶିଶୁଟି ଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଥିବା ଜଣାପଡିଛି । ଏନଏନସିୟୁ ବାହାରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ରହିଥିବା କହିଛନ୍ତି ଅଧୀକ୍ଷକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ