Friday, April 3, 2026
33.6 C
Odisha

    ରାଜଧାନୀକୁ ପୁଣି ଫେରିଛି ପଥ ଉତ୍ସବ

    ଆଗକୁ ପଢନ୍ତୁ

    ରାଜଧାନୀକୁ ପୁଣି ଫେରିଲା ପଥ ଉତ୍ସବ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବ ପଥ ଉତ୍ସବ । ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିବ । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ର୍ୟାପର ବିଗ୍ଡିଲ୍ ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନିଜର କମାଲ ଦେଖାଉଛନ୍ତି । ଖେଳକୁଦ ସାଙ୍ଗକୁ ଶୀତୁଆ ସକାଳରୁ ମଜା ନେଉଛନ୍ତି ସହରବାସୀ । ବିଏମସି ପକ୍ଷରୁ ଏଥର ତିନିଟି ଷ୍ଟେଜ କରାଯାଇଛି । ଗୋଟିଏ ରାମ ମନ୍ଦିର, ଗୋଟିଏ ମାଷ୍ଟରକ୍ୟାଂଟିନ୍ ରହିଛି । ଆଉ ଏକ ଷ୍ଟେଜ୍ରେ ଭୁବନେଶ୍ୱର ଟାଲେଣ୍ଟ ସୋ’ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ